ବିନା ବସ୍ତ୍ରରେ ଗାଧେଇବା ପାଇଁ କାହିଁକି ମନା କରାଯାଏ?

ଦିନରେ ଗାଧେଇବାକୁ ଆମେ ମହତ୍ୱ ଦେଇଥାଉ। କାରଣ ଗାଧେଇବା ପରେ ଆମ ଶରୀର ପବିତ୍ର ହୋଇଥାଏ ଓ ଆମେ ଭଗବାନଙ୍କୁ ପୂଜା କରୁ। ଏହା ସହିତ ଗାଧେଇବା ଦ୍ୱାରା ଶରୀର ପରିସ୍କାର ରୁହେ ଓ ବିଭିନ୍ନ ରୋଗ ସମସ୍ୟାରୁ ମୁକ୍ତି ଦିଏ। ବିନା ବସ୍ତ୍ରରେ ଗାଧେଇବାକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଜାଣିବା ବିନା ବସ୍ତ୍ରରେ ଗାଧେଇବା ଶୁଭ ନା ଅଶୁଭ? ଜୀବନରେ କଣ ପ୍ରଭାବ ପଡେ?

ଶାସ୍ତ୍ରରେ କୁହାଯାଇଛି ଆମ ପିତୃ ପୁରୁଷ ସର୍ବଦା ଆମ ଚାରିପାଖରେ ରହି ଆମକୁ ସୁରକ୍ଷା ଦିଅନ୍ତି। ବିନା ବସ୍ତ୍ରରେ ଗାଧେଇବା ଦ୍ୱାରା ତାଙ୍କର କୋପ ଦୃଷ୍ଟି ଆମ ଉପରେ ପଡେ ଯାହାର ପ୍ରଭାବରେ ଅନିଷ୍ଟ ହୁଏ। ଜୀବନରେ ଉର୍ନତି ପାଇଁ ପିତୃ ପୁରୁଷଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ।

Loading...
error: Content is protected !!