ଦେଖନ୍ତୁ ଭିଡ଼ିଓ – ବିନା ସର୍ଜରୀରେ କୁନି ପିଲା ଗିଳି ଥିବା କଏନ୍ ବାହାରିଲା

ସମସ୍ୟା ଯେଡ଼େ ଜଟିଳ ହେଲେ ମଧ୍ୟ ନିଜ ବୁଦ୍ଧି ଓ ଜ୍ଞାନ ବଳରେ ମଣିଷ ସେହି କାମକୁ ସରଳ କରିଦିଏ । ନିକଟରେ ଏମିତି ଏକ ଭିଡ଼ିଓ ଭାଇରଲ ହୋଇଛି, ଯେଉଁ ଭିଡ଼ିଓରେ ଗୋଟିଏ କୁନି ପିଲା ଏକ କଏନ ଗିଳିଦେଇଥିଲା । ଡାକ୍ତର ନିଜ ବୁଦ୍ଧି ଖଟାଇ କୁନି ପିଲା ତଣ୍ଟିରୁ କଏନଟିକୁ ସଫଳ ଭାବେ ବାହାର କରିଛନ୍ତି ।

ଭିଡିଓଟି ଦେଖିଲେ ଆପଣ ବିଶ୍ୱାସ କରିପାରିବେନି । କଥାଟା ଏମିତି ଥିଲା କୁନି ପିଲାଟି ଭୁଲ ବଶତଃ ଏକ କଏନ ଗିଳି ବହୁତ କଷ୍ଟ ପାଉଥିଲା।

ଡାକ୍ତରମାନେ ସ୍ନେହ ଆଦର କରି ନିଜ କୌଶଳ ବ୍ୟବହାର କରି ଶେଷରେ କଏନଟିକୁ କାଢି ପାରିଥିଲେ । ଯଦି ଏମିତି ସମ୍ଭବ ହୋଇ ନଥାନ୍ତା ତେବେ ବଡ଼ ସର୍ଜରୀ କରିବାକୁ ପଡିଥାନ୍ତା । ଆସନ୍ତୁ ଦେଖିବା ଭିଡ଼ିଓଟି।

error: Content is protected !!