ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସ୍ଥାନରେ ଟଙ୍କା ରଖିବା ଭଲ ?

ବାସ୍ତୁଶାସ୍ତ୍ର ଆମ ଜୀବନକୁ ସରଳ ଓ ସମୃଦ୍ଧି କରାଏ ଯଦି ଆମେ କିଛି ଛୋଟ ଛୋଟ କଥାରେ ଧ୍ୟାନ ଦେବା ତେବେ ଆମ ଜୀବନରେ ସମସ୍ୟା ଦେଖା ଯିବ ନାହିଁ ।

  • ନିୟମିତ ଜୀବନରେ ଆମେ ଘରେ କେଉଁ ବି ଜାଗାରେ ଟଙ୍କା ରଖି ଦେଉ। ଯାହା ବାସ୍ତୁଶାସ୍ତ୍ର ଅନୁସାରେ ଭୁଲ ଅଟେ । ଘରର ଆଲମାରୀକୁ ଦକ୍ଷିଣ-ପଶ୍ଚିମ କାନ୍ଥରେ ଲଗାଇ ରଖି ଆଲମାରୀର ମୁହଁ ଉତ୍ତରକୁ ରଖିବା ତେବେ କୁହାଯାଏ ଧନର ଠାକୁର କୁବେର ପ୍ରସନ୍ନ ହୁଅନ୍ତି ।
  • ଘରେ ଯଦି ପାଣି ଟ୍ୟାପ୍‌ରୁ ପାଣି ଲିକ୍ ହୋଇ ଟିପି ଟିପି ପଡୁଛି ତେବେ ଟ୍ୟାପ୍‌ରୁ ଧୀରେ ଧୀରେ ପାଣି ବୋହିଲା ପରି ଘରେ ଧୀରେ ଧୀରେ ଆର୍ଥିକ ହାନି ଦେଖାଯିବ।
  • ଘରେ ଥିବା ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନାରୁ ରୋଗ ବ୍ୟାଧି ବଢେ । ଏହା ସହିତ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଅଳିଆ ଆବର୍ଜନା ପାଇଁ ମା ଲକ୍ଷ୍ମୀ ଘରକୁ ଆସନ୍ତି ନାହିଁ ତେଣୁ ଶୀଘ୍ର ଅଳିଆ ଆବର୍ଜନାକୁ ସଫା କରି ନିଅନ୍ତୁ ।

Ama katha – Odia News – Best place to store money at home
ଆହୁରି ପଢନ୍ତୁ: ଅବେଳରେ “ରକ୍ଷା ସୂତ୍ର” ଖୋଲିବା ବିପଦ

Tags:
error: Content is protected !!