ଜିଭରେ ଚାମଚ ଲଗାଇ ଜାଣନ୍ତୁ ଶରୀରରେ କଣ ରୋଗ ଅଛି?

ଚାମଚକୁ ଆମେ ଖାଇବା ପାଇଁ ବ୍ୟବହାର କରିଥାଉ। କିନ୍ତୁ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡିଛି ଚାମଚକୁ ଜିଭରେ ଲଗାଇ ସେଥିରେ ଲାଗିଥିବା ଲାଳକୁ ଘରେ ପରୀକ୍ଷା କରି ଆପଣ ଆପଣଙ୍କର ଶରୀରରେ ହେଇଥିବା କିଛି ରୋଗର ସୂଚନା ପାଇଁ ପାରିବେ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଚାମଚକୁ ଜିଭରେ ଘଷି ଲାଳ ଲାଗିବା ଲଗେଇବାକୁ ପଡିବ । ଏହି ଲାଳ ଲାଗିଥିବା ଚାମଚକୁ ଏକ ସଫା ପରିସ୍କାର ପଲିଥିନ୍‌ରେ ରଖିବାକୁ ପଡିବ। ଏମିତି ଗୋଟିଏ ମିନିଟ ରଖିବା ପରେ ଏହି ପଲିଥିନ୍‌ କୁ ଲାଇଟ୍‌ ପାଖକୁ ନେଇ ଆସନ୍ତୁ।

ଏବେ ଧ୍ୟାନରେ ଲଖ୍ୟ କରନ୍ତୁ ଯଦି ଏହି ଚାମଚ ଉପର ଉପରେ ନାରଙ୍ଗି ରଙ୍ଗର ଆସ୍ତରଣ ପଡ଼ିଛି ତେବେ ଆପଣଙ୍କର କିଡ୍‌ନିରେ କିଛି ରୋଗର ସୂଚନା ରହିଛି। ଯଦି ଏହା ଧଳା ରଙ୍ଗର ଆସ୍ତରଣ ଅଟେ ତେବେ ଆପଣଙ୍କ ଶରୀରରେ ଇନ୍‌ଫେକ୍ସନ୍‌ ହୋଇଛି ବୋଲି ଜାଣିବେ।

Loading...

ଯଦି ଏହି ଆସ୍ତରଣ ବାଇଗଣି ରଙ୍ଗର ତେବେ ରକ୍ତ ସଞ୍ଚାଳନରେ କିଛି ଅସୁବିଧା ଅଛି। କିଛି ଲୋକଙ୍କ ଏହି ଆସ୍ତରଣ ହଳଦିଆ ରଙ୍ଗର ହୋଇଥାଏ। ହଳଦିଆ ରଙ୍ଗ ହେଲେ ଜାଣିବେ ଆପଣଙ୍କ ଶରୀରରେ ଥାଇରଏଡ୍‌ର ମାତ୍ରା ବଢି ଯାଇଛି।

ଯଦି ଏହି ପଲିଥିନ୍‌ ମିଠା ବାସ୍ନା ହୁଏ ତେବେ ଜାଣିବେ ଆପଣଙ୍କର ମଧୁମେହ ରୋଗ ହେଇଚି।

Loading...
error: Content is protected !!