ରାଶି କହେ କେଉଁ ବୟସରେ ମିଳିବ ସଫଳତା

ସଫଳତା-ବିଫଳତା ସବୁବେଳେ ନିଜ କ୍ରମ ଉପରେ ନିର୍ଭର କରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅଂଶ ସଫଳତା ମଧ୍ୟ ଭାଗ୍ୟ ଉପରେ ନିର୍ଭର କରେ । ଗ୍ରହ ନକ୍ଷତ୍ର ଚଳଣି ଅନୁସାରେ ସବୁ ସଫଳତା ଓ ବିଫଳତା ରାଶି ଦ୍ୱାରା ପ୍ରଭାବିତ ହୋଇଥାଏ । ଏହା ସହିତ କେଉଁ ବ୍ୟକ୍ତିକୁ କେଉଁ ସମୟରେ ସଫଳତା କିମ୍ବା ବିଫଳତା ମିଳିବ ସେ ସବୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।

ମେଷ: ସଫଳତା ବୟସ ୧୬ ରୁ ୩୬ ବର୍ଷ ।

ବୃଷ: ସଫଳତା ବୟସ ୨୫ ରୁ ୪୨ ବର୍ଷ ।

ମିଥୁନ: ସଫଳତା ବୟସ ୨୨ ରୁ ୩୬ ବର୍ଷ ।

କର୍କଟ: ସଫଳତା ବୟସ ୧୬ ରୁ ୩୨ ବର୍ଷ ।

ସିଂହ: ସଫଳତା ବୟସ ୧୬ ରୁ ୨୮ ବର୍ଷ ।

କନ୍ୟା: ସଫଳତା ବୟସ ୨୨ ରୁ ୩୫ ବର୍ଷ ।

ତୁଳା: ସଫଳତା ବୟସ ୨୪ ରୁ ୩୫ ବର୍ଷ ।

ବିଚ୍ଛା: ସଫଳତା ବୟସ ୨୨ ରୁ ୩୨ ବର୍ଷ ।

ଧନୁ: ସଫଳତା ବୟସ ୧୬ ରୁ ୩୩ ବର୍ଷ ।

ମକର: ସଫଳତା ବୟସ ୨୫ ରୁ ୩୫ ବର୍ଷ ।

କୁମ୍ଭ: ସଫଳତା ବୟସ ୨୨ ରୁ ୩୬ବର୍ଷ ।

ମୀନ: ସଫଳତା ବୟସ ୧୬ ରୁ ୩୩ ବର୍ଷ ।

ଭାଗ୍ୟ ସହିତ ବ୍ୟକ୍ତିକୁ ଖୁବ୍‌ ପରିଶ୍ରମ କରିବାକୁ ପଡିଥାଏ । ଯଦି ପରିଶ୍ରମ କରିବେ କୌଣସି କ୍ଷେତ୍ରରେ ହାର ମାନିବେ ନାହିଁ ।

ଆହୁରି ପଢନ୍ତୁ : ପୁଅଙ୍କର କେଉଁ ଅଙ୍ଗ ଝିଅଙ୍କୁ ଆର୍କଷିତ କରିଥାଏ 
Odia News – Amakatha.com

error: Content is protected !!