ଡିଆରଡିଓରେ ନିଯୁକ୍ତି ସୁଯୋଗ

ଏୟାରୋନେଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି (ଏଡିଏ)ର ବିଭିନ୍ନ ପଦବୀରେ ବିଜ୍ଞପ୍ତି ବାହାରି ଯାଇଛି । ଏଡିଏ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ (ଡିଆରଡିଓ)ର ୱେବସାଇଟରୁ ମଧ୍ୟ ଆପଣଙ୍କୁ ସମସ୍ତ ତଥ୍ୟ ମିଳିବ ।

ପଦବୀ : ଡିଜାଇନ୍ ଡେଭଲପମେଣ୍ଟ,ଟେଷ୍ଟିଙ୍ଗ୍ ଏବଂ ଇଭେଲ୍ୟୁସନ୍ ଅଫ୍ ଭାରିଅସ୍ ସିଷ୍ଟମ/ସବ୍-ସିଷ୍ଟମ ଏବଂ ପ୍ରୋଜେକ୍ଟ ମ୍ୟାନେଜର

ଶେଷ ତାରିଖ : ସେପ୍ଟେମ୍ବର ୩୦,୨୦୧୮

ଜାଣନ୍ତୁ କିଭଳି କରିବେ ଆବେଦନ :
ଆପ୍ଲିକେସନ୍ ଫର୍ମକୁ ଏଡିଏର ଅଫିସିଆଲ୍ ୱେବସାଇଟ୍ www.ada.gov.in ଲଗଇନ୍ କରି ପଇଠ କରି ପାରିବେ । ୱେବସାଇଟରେ ରିକ୍ୟୁରମେଣ୍ଟର Adv 110 (SC/Engineer)କୁ ଯାଇ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ରେଜିଷ୍ଟ୍ରେସନ୍ ସମୟ ଯେଉଁ ମୋବାଇଲ୍ ନମ୍ବର ଦେବେ ସେହି ମୋବାଇଲ୍ କୁ ଲଗଇନ୍ ଆଇଡି ଏବଂ ମେସେଜ୍ ଆସିବ । ଏହି ଲଗଇନ୍ ଆଇଡିର ବ୍ୟବହାର କରି ଲଗଇନ୍ କରିପାରିବେ। ଆପ୍ଲିକେସନ୍ ଫର୍ମ ପୂରଣ କରି ପାରିବେ ।

error: Content is protected !!