କିଛି କାମ ଯାହା ଆପଣଙ୍କ ଉପରେ ପକାଇପାରେ ଶନି ଦଶା

ଶନି ଦେବ ହେଉଛନ୍ତି ଏପରି ଜଣେ ଦେବତା ଯିଏ ସନ୍ତୁଷ୍ଟ ହୋଇ ରହିଲେ ବ୍ୟକ୍ତିଙ୍କର ସର୍ବ ମଙ୍ଗଳ ହୋଇଥାଏ। ହେଲେ ବେଳେ ବେଳେ କିଛି ଭୁଲ ପାଇଁ ସେ କୋପ କରନ୍ତି। ଯାହା ଫଳରେ ଆମ ଉପରେ ଶନି ଦଶା ପଡିଥାଏ।ଏହା ରହିଲେ ଆମେ ଜୀବନରେ ଅନେକ କ୍ଷତିର ସମ୍ନା କରିବାକୁ ବାଧ୍ୟ ହେଉ। ତେବେ ସେହିପରି କିଛି ଭୁଲ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

୧- ଗରିବ ଏବଂ ଅସହାୟ ଲୋକଙ୍କୁ ହଇରାଣରେ ପକାଇଲେ ଶନି କୋପ କରନ୍ତି।
୨- ଶନିବାର ଦିନ ଘରକୁ ଲୁହାର କୌଣସି ଜିନିଷ ଘରକୁ ଆଣିଲେ ଶନି କୋପ କରନ୍ତି।
୩- କାହାର ଜୋତା ଚପଲ ଆଦି ଆଣି ବ୍ୟବହାର କରିଲେ ଶନି କୋପ କରନ୍ତି।
୪- ଶନିବାର ଦିନ ଘରକୁ ତେଲ ଆଣିବା ଉଚିତ ନୁହେଁ। ଏପରି କରିଲେ ଶନି ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି।
୫- ଘରକୁ ଆସିଥିବା ବ୍ରାହ୍ମଣ କିମ୍ବା କୌଣସି ଗୃହପାଳିତ ପଶୁଙ୍କୁ ଉପାସ ରଖିଲେ ଶନି କୋପ କରନ୍ତି।

error: Content is protected !!