ପୋଷ୍ଟ୍ ଅଫିସରେ ଏହି ଛୋଟ ଫର୍ମ ପୂରଣ କରି ପ୍ରତିମାସରେ ବ୍ୟାଙ୍କ୍ ଆକାଉଣ୍ଟରେ ପାଆନ୍ତୁ ୩୦୦୦ଟଙ୍କା

ଆପଣଙ୍କର ପୁଞ୍ଜିକୁ ସୁରକ୍ଷିତ ନିବେଶ କରିବା ପାଇଁ ପୋଷ୍ଟ୍ ଅଫିସର ଏକ ସ୍କିମ୍ ର ଲାଭ ଉଠାଇ ପାରିବେ। ଏହି ସ୍କିମ୍ ଆପଣଙ୍କର ପୁଞ୍ଜିକୁ ସୁରକ୍ଷିତ ରଖିବା ସହିତ ଆପଣଙ୍କ ଭଲ ରୋଜଗାର ମଧ୍ୟ ଦେଇପାରିବ। ଯଦି ଆପଣ ଏହି ପିଓଏମଆଇଏସ୍ ସ୍କିମ୍ ମାଧ୍ୟମରେ ୧ ଲକ୍ଷ ଜମା କରନ୍ତି ତେବେ ପ୍ରତିମାସରେ ଆପଣଙ୍କୁ ଏହାର ସୁଧ ମିଳିବ। ଏହି ସରକାରୀ ସ୍କିମ୍ ମାଧ୍ୟମରେ ଆପଣ ପ୍ରତିମାସରେ ଭଲ ଆୟ କରିପାରିବେ। ବିଭିନ୍ନ ଏକ୍ସପର୍ଟ କହିବା ଅନୁସାରେ ଜାଣିବା ଏହି ସ୍କିମ୍ ଦ୍ୱାରା ମିଳୁଥିବା ୪ଟି ବଡ ଫାଇଦା।

କୌଣସି ବ୍ୟକ୍ତି ଏହି ସ୍କିମରେ ଖାତା ଖୋଲିପାରିବେ ଯେଉଁଥିରେ ଜମା ପୁଞ୍ଜି ସ୍ଥଗିତ ରହିବ। ବ୍ୟାଙ୍କ ଏଫଡି କିମ୍ବା ଡେଟ୍ ଇନଷ୍ଟ୍ରୁମେଣ୍ଟ୍ ର ହିସାବରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିବ। ପ୍ରତିମାସରେ ଏକ ନିଶ୍ଚିତ ରାଶି ଆୟ ହୋଇଥାଏ । ସ୍କିମର ସମୟସୀମା ପୁରା ହେବା ପରେ ଆପଣଙ୍କ ପୁରା ଜମା ପୁଞ୍ଜୀ ମିଳିଯାଏ ।

error: Content is protected !!