ଏହି ମନ୍ତ୍ର ଜପ କଲେ ଜୀବନରେ ଶୁଭ ଫଳ ମିଳେ

ଶାସ୍ତ୍ରକହେ ମନ୍ତ୍ର ଜପ କଲେ କିମ୍ବା ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ଜୀବନରେ ଶୁଭ ଫଳ ମିଳେ । ଏଥିପାଇଁ କିଛି ବିଧିବଦ୍ଧ ନିୟମ ମଧ୍ୟ ରହିଛି। ଯାହାକୁ ପାଳନ କଲେ ବ୍ୟକ୍ତିକୁ ଉଚିତ ମାର୍ଗ ମିଳିଥାଏ। ଜାଣିବା ସେ ମନ୍ତ୍ର କଣ ଏବଂ କେମିତି ଜପ କରିବେ?

ସୂର୍ଯ୍ୟୋଦୟ ପୂର୍ବରୁ କିମ୍ବା ସୂର୍ଯ୍ୟେଦୟର ଅଳ୍ପ ସମୟ ଭିତରେ ମନ୍ତ୍ର ଜପ କରିବା ମଙ୍ଗଳକର ହୋଇଥାଏ ବୋଲି ଶାସ୍ତ୍ରରେ ଉଲେଖ ଅଛି। କାରଣ ଏହାଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଦୁଃଖ, ସମସ୍ୟା ଆଦି ଦୂର ହୋଇଥାଏ । ଜୀବନରେ ସୁଖ ସମୃଦ୍ଧି, ଉନ୍ନତି ପାଇବା ପାଇଁ ମଧ୍ୟ ନିୟମିତ ମନ୍ତ୍ର କିମ୍ବା ହନୁମାନ ଚାଳିଶା ଜପ କରିବା ଭଲ।

ଦିନ ଅନୁସାରେ ଇଷ୍ଟଦେବା ଦେବୀଙ୍କ ପୂଜା କରିବା ଦ୍ୱାରା ସର୍ବ କର୍ମରେ ଉତ୍ତମ ଫଳ ମିଳିଥାଏ। ମନେରଖିବେ ମନ୍ତ୍ର ଜପ ସମୟରେ କାହା ସହ କଥା ହେବା, ଆଳସ୍ୟ ଦେଖାଇବା, ଅନ୍ୟମନସ୍କ ରହିବା, ରାଗିବା ଦ୍ୱାରା ଏହାର ଉଚିତ ଫଳ ମିଳିନଥାଏ। ମନ୍ତ୍ର ଜପ କରିବା ସମୟରେ ପଦ୍ମାସନରେ ବସି ଜପ କରନ୍ତୁ।

error: Content is protected !!