ସବୁ ସରକାରୀ ବ୍ୟାଙ୍କ ପାଇଁ ପ୍ରକାଶ ପାଇଲା ୭୨୭୫ଟି ନିଯୁକ୍ତି ବିଜ୍ଞପ୍ତି

ସରକାରୀ ବ୍ୟାଙ୍କମାନଙ୍କରେ ପ୍ରକାଶ ପାଇଲା ୭୨୭୫ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି । ଇନଷ୍ଟିଚ୍ୟୁଟ୍‌ ଅଫ ବ୍ୟାଙ୍କିଂ ପର୍ସନାଲ ସିଲେକ୍ସନ(ଆଇବିପିଏସ) ତରଫରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଉତ୍ତରପ୍ରଦେଶ ପାଇଁ ସର୍ବାଧିକ ୯୪୪ଟି ପଦବୀ, ତାମିଲନାଡୁ ପାଇଁ ୭୯୨ଟି ପଦବୀ, ମହାରଷ୍ଟ୍ର ପାଇଁ ୭୭୨ଟି ପଦବୀ, ବିହାର ପାଇଁ ୧୭୮ଟି ପଦବୀ, ଏବଂ ଝାଡଖଣ୍ଡ ପାଇଁ ୧୧୦ଟି ପଦବୀ ଅଛି।

ପଦବୀ ନାମ କ୍ଲର୍କ: ୭୨୭୫
ଦରମା: ମାସିକ ୭,୨୦୦ରୁ ୧୯,୩୦୦ଟଙ୍କା
ବୟସସୀମା: ୨୦ ବର୍ଷରୁ ସର୍ବାଧିକ ୨୮ ବର୍ଷ

ଆବେଦନ ଶୁଳ୍କ: ସାଧାରଣ ଏବଂ ଓବିସି ବର୍ଗ ପାଇଁ ୬୦୦ ଟଙ୍କା ଓ ଏସସି, ଏସଟି ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ୧୦୦ ଟଙ୍କା ।
ଆବେଦନ କରିବା ତାରିଖ: ସେପ୍ଟେଟର ୧୮ରୁ ଅକ୍ଟୋବର ୧୦
ଅଧିକ ବିବରଣୀ ପାଇଁ ଆଇବିପିଏସର ୱେବସାଇଟ www.ips.in ଦେଖିପାରିବେ ଓ ଅନଲାଇନ ଆବେଦନ କରିପାରିବେ ।https://www.adda247.com/ibps-clerk.html

error: Content is protected !!