ଦଶମ ପାସ୍ ଙ୍କ ପାଇଁ ଇଣ୍ଡିଆ ପୋଷ୍ଟରେ ନିଯୁକ୍ତି

ପଦବୀ: ମଲ୍ଟି ଟାକ୍ସିଂ ଷ୍ଟାଫ(ଏମଟିଏସ)

ଶିକ୍ଷାଗତ ଯୋଗ୍ୟତା: ଆଶାୟୀପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ ପାସ ହେବା ନିହାତି ଆବଶ୍ୟକ । ଏହା ସହିତ ଆଇଟିଆଇ ପାସ ଓ କମ୍ପ୍ୟୁଟର ଜ୍ଞାନ ଥିବା ନିହାତି ଆବଶ୍ୟକ।

ବୟସ ସୀମା: ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ୨୫ ବର୍ଷ ହେବା ଆବଶ୍ୟକ। ଓବିସି ଶ୍ରେଣୀର ପ୍ରାର୍ଥୀଙ୍କୁ ୩ ବର୍ଷ ଓ ଏସସି/ଏସଟି ପ୍ରାର୍ଥୀଙ୍କୁ ୫ ବର୍ଷ ଛାଡ କରାଯାଇଛି ।

ଦରମା: ମାସିକ ଦରମା ୧୮ ହଜାର ଟଙ୍କା ରହିବ।

ପରୀକ୍ଷା: ଏଥିରେ ୧୦୦ ମାର୍କର ଅବଜେକ୍ଟିଭ ଟେଷ୍ଟ ତଥା ମଲ୍ଟିପୁଲ ଚଏସ ପ୍ରଶ୍ନ ଆସିବ।

କେଉଁଠି ଆବେଦନ କରିବେ: ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ appost.inରେ ଆବେଦନ କରିପାରିବେ ।

ଶେଷ ତାରିଖ: ୧୬ ଜୁଲାଇ ୨୦୧୮ ।

ଆବେଦନ ଶୁଳ୍କ: ଓବିସି ବର୍ଗଙ୍କ ପାଇଁ ୫୦୦ ଟଙ୍କା ଓ ଏସସି/ଏସଟି ବର୍ଗଙ୍କ ପାଇଁ ୧୦୦ଟଙ୍କା ।

error: Content is protected !!