ଦେଶର ବଡ଼ ବ୍ୟାଙ୍କ ଏସବିଆଇରେ ନିଯୁକ୍ତି ସୁଯୋଗ

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ତରଫରୁ ଶାଖା ପ୍ରବନ୍ଧକ ଏବଂ ଫାୟାର ଅଫିସର ପଦବୀ ପାଇଁ ପ୍ରକାଶ ପାଇଛି ନିଯୁକ୍ତି ବିଜ୍ଞପ୍ତି । ଜାଣିବା ଆବେଦନ କରିବା ପାଇଁ ପୁରା ପକ୍ରିୟା:
ପଦବି ନାମ : ଶାଖା ପ୍ରବନ୍ଧକ/ ଅଗ୍ନିଶମ ଅଧିକାରୀ (ଫାୟାର ଅଫିସର)
ମୋଟ ପଦବି : ୪୮
ଦରମା: ୩୧,୭୦୫-୪୫,୯୫୦ ଟଙ୍କା

ଶାଖା ପ୍ରବନ୍ଧକ ପାଇଁ
ଶିକ୍ଷାଗତ ଯୋଗ୍ୟତା: ସ୍ନାତକ କିମ୍ବା ପୁଲିସ ବିଭାଗରେ ୫ ବର୍ଷର ଅଭିଜ୍ଞତା
ବୟସ: ୨୮ରୁ ୪୦ ବର୍ଷ
ଫାୟାର ଅଫିସର ପାଇଁ
ଶିକ୍ଷାଗତ ଯୋଗ୍ୟତା:ଟେକରୁ ଅନୁମୋଦିତ ରାଷ୍ଟ୍ରୀୟ ଅଗ୍ନି ସେବା କଲେଜ (ଏନଏଫଏସସି)ରୁ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ନିହାତି ଜରୁରୀ ।
ବୟସ: ୩୫ରୁ ୬୨ ବର୍ଷ

ଜେନେରାଲ ଏବଂ ଓବିସି ପ୍ରାର୍ଥିଙ୍କ ପାଇଁ-୬୦୦ ଟଙ୍କା
ଏସସି /ଏସଟିଙ୍କ ପାଇଁ-୧୦୦ଟଙ୍କା
ଶେଷ ତାରିଖ: ୨୪ ସେପ୍ଟେମ୍ବର, ୨୦୧୮
ଆଶାୟୀପ୍ରାର୍ଥୀ ଏସବିଆଇର ଆଧିକାରୀକ ୱେବସାଇଟ୍ (sbi.co.in) ଯାଇ ଆବେଦନ କରିପାରିବେ ।

error: Content is protected !!