ବର-କନ୍ୟା ବସିଥିବା ସମୟରେ ଫଟୋଗ୍ରାଫର କନ୍ୟାଙ୍କ ମୁଣ୍ଡରୁ ଓଢ଼ଣା ହଟାଇବା ପରେ ହେଲା ଏମିତି କିଛି

ବିବାହ ସମୟରେ ବର-କନ୍ୟା ବସିବା ଏକ ସାଧାରଣ କଥା । ନିକଟରେ ସାଉଦି ଆରବରେ ହୋଇଥିବା ଏକ ବିବାହରେ ଘଟିଥିବା ଘଟଣା, ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଏମିତି ଥିଲା, ବର-କନ୍ୟା ସାଥିରେ ବସିଥିବା ସମୟରେ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫର କନ୍ୟାଙ୍କୁ ଓଢ଼ଣା ଉଠାଇବା ପାଇଁ କହିଥିଲେ। କନ୍ୟା ଓଢ଼ଣା ଉଠାଇବା ପରେ ଯାହା ହେଲା ଆପଣ ବିଶ୍ୱାସ କରି ପାରିନେ ନାହିଁ।

ସାଉଦି ଆରବର ମଦିନାରେ ଏମିତି ଘଟଣା ଘଟିଛି । ବିବାହ ଦିନ ଉଭୟ ବର-କନ୍ୟା ବସିଥିବା ସମୟରେ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫର କନ୍ୟା ଓଢ଼ଣା ଉଠାଇବା ପରେ କନ୍ୟାଙ୍କ ମୁହଁ ଦେଖି ବର ବିବାହ ଭାଙ୍ଗିବା ପାଇଁ ନିଷ୍ପତି ନେଇଥିଲେ । ତାଙ୍କ କହିବା ଅନୁସାରେ “ମୁଁ ଯେମିତି କଳ୍ପନା କରିଥିଲି ତୁମେ ସେମିତି ନୁହଁ”। ଏହାର କାରଣ ଥିଲା ବିବାହ ପୂର୍ବରୁ ଉଭୟ କେହି କାହାକୁ ଦେଖି ନଥିଲେ। ଉଭୟ ପରିବାର ବରରୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବର ବୁଝି ନଥିଲେ । କନ୍ୟା ମଧ୍ୟ ବିବାହ ଭାଙ୍ଗିବା ଦୁଃଖରେ କାନ୍ଦି କାନ୍ଦି ବେହୋସ ହୋଇ ଯାଇଥିଲେ ।

error: Content is protected !!