ଝିଟିପିଟି ସବୁବେଳେ ଶୁଭ

ଝିଟିପିଟିକୁ ଦେଖି ଅଧିକାଂଶ ଲୋକ ଡରିଥାନ୍ତି । ଏହି କଥା ଅନେକ ଲୋକ ଜାଣି ନାହାନ୍ତି ଯେ ଝିଟିପିଟି କେତେ ଶୁଭଦାୟକ ଅଟେ । କେବେ କେବେ ଏହି ଝିଟିପିଟି କବାଟ ଫାଟ, ଛାତରୁ ଉପରକୁ ଖସି ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ମହତ୍ଵ କୁହାଯାଇଅଛି ।

  • ଅଣ୍ଟା ଉପରେ ଝିଟିପିଟି ପଡ଼ିଲେ ଧନ ପ୍ରାପ୍ତି ହୋଇଥାଏ । ଯଦି ଦେହର ଡାହାଣ ଭାଗରେ ଝିଟିପିଟି ପଡ଼େ ତେବେ ପୁତ୍ରଲାଭର ଯୋଗ ରହିଛି।
  • ଯଦି ଝିଟିପିଟି କେବଳ ମୁଣ୍ଡର କେଶ ଉପରେ ପଡ଼େ, ତେବେ ଆପଣ କୌଣସି କାରଣ ପାଇଁ ସମସ୍ୟାରେ ପଡି ପାରନ୍ତି । ବ୍ୟକ୍ତିର ଦକ୍ଷିଣ ଭାଗରେ ଝିଟିପିଟି ପଡ଼ିଲେ ଶୁଭ ଫଳ ମିଳେ । ବାମ ଭାଗରେ ପଡିଲେ ଜୀବନରେ ଦୁର୍ଦ୍ଦଶାର ଆସିଥାଏ ।
  • ଯଦି ବେକରେ ଉପରେ ପଡେ ତେବେ ସମ୍ମାନ ବୃଦ୍ଧି ହୁଏ ଓ ଯଦି କାନ ଉପରେ ପଡିବ ତେବେ ଆୟୁଷ ବୃଦ୍ଧି ହୋଇଥାଏ ।
  • ମୁଣ୍ଡର ମଝିରେ ଝିଟିପିଟି ପଡ଼ିଲେ ମୃତ୍ୟୁ ଯୋଗ ଆସିଥାଏ।

Ama katha – Odia News – What happen If Lizard Falling on Head.
ଆହୁରି ପଢନ୍ତୁ: ମରିବା ପୂର୍ବରୁ କଣ କଲେ ଯମଦଣ୍ଡରୁ ମୁକ୍ତି ମିଳେ

ଯଦି ଆପଣ କିଛି ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ତଳେ କମେଣ୍ଟରେ ଲେଖି ପଠାନ୍ତୁ । ଆମେ ଚେଷ୍ଟା କରିବୁ ଏହି ବିଷୟରେ ଲେଖିବା ପାଇଁ ।

Tags:
error: Content is protected !!