ପ୍ରେମୀଯୁଗଳ ନିଜ ମନ ଓ ଦେହକୁ କିପରି ଶାନ୍ତ କରିବେ?

ପ୍ରେମରେ ଯେତେବେଳେ ପ୍ରେମିକ ଜଣେ ସ୍ପର୍ଶ କରେ, ସେଥିରେ ଅନେକ ଆନନ୍ଦ ମିଳିଥାଏ । ଗବେଷକମାନେ ଗବେଷଣା କରି ଏମିତି ଏକ ତଥ୍ୟ ପାଇଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତଥ୍ୟଟି ହେଲା ଯେତେବେଳେ ପ୍ରେମିକା ସ୍ପର୍ଶ କରେ, ଦେହରେ ଯନ୍ତ୍ରଣା ମଧ୍ୟ ଉପଶମ ହୋଇଥାଏ ।

ପରସ୍ପରକୁ ଭଲ ପାଉଥିବା ଯୁବତୀ ଓ ଯୁବକଙ୍କ ମଧ୍ୟରେ ଅନେକ ସମାନତା ଥାଏ। ଯେମିତି ଆଚାର ବ୍ୟବହାର ପସନ୍ଦ ନା ପସନ୍ଦରେ ଆଦିରେ ସମାନତା ଥାଏ। ସେଥିପାଇଁ କୌଣସି ଯନ୍ତ୍ରଣା ସମୟରେ ସାଥୀଙ୍କ ସ୍ପର୍ଶ ମିଳିଲେ ଯନ୍ତ୍ରଣା ଉପଶମ ହୋଇଥାଏ । ଏହା ସହିତ ଉଭୟଙ୍କ ମସ୍ତିଷ୍କରେ ଏକ ପ୍ରକାର ସକାରାତ୍ମକ ତରଙ୍ଗ ସୃଷ୍ଟି ହୋଇଥାଏ।

error: Content is protected !!