ଛୁଆ ଗୋରା ହେବା ପାଇଁ ଗର୍ଭାବସ୍ଥାରେ କରନ୍ତୁ ଏହିସବୁ ଉପଚାର

ଗର୍ଭବତୀ ହେବା ସବୁ ନରୀଙ୍କ ସ୍ୱପ୍ନ ହୋଇଥାଏ। ସନ୍ତାନକୁ ଜନ୍ମ ଦେବା ଦ୍ୱାରା ନାରୀ ନିଜକୁ ସମ୍ପୂର୍ଣ୍ଣ ମନେକରିଥାଏ। ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତିଟି ନାରୀ ଗୋଟିଏ ସୁସ୍ଥ ଏବଂ ସୁନ୍ଦର ଶିଶୁ ପାଇବାକୁ ଚାହିଁଥାନ୍ତି। ଗୋଟିଏ ଶିଶୁ ଗୋରା ଏବଂ ସୁନ୍ଦର ହେବ କି ନା ତାହା ଜନ୍ମ ଆଗରୁ କୌଣସି ମାଆ ଜାଣିପାରିବେ ନାହିଁ। କିନ୍ତୁ କିଛି ଏପରି ଜିନିଷ ରହିଛି ଯାହାକୁ ଖାଇଲେ ଗର୍ଭରେ ଥିବା ଶିଶୁର ରଙ୍ଗ ଗୋରା ଏବଂ ସୁନ୍ଦର ହୋଇପାରିବ। ଆଜି ଆମେ ସେହି ଖାଦ୍ୟ ଗୁଡିକ ବିଷୟରେ ଆପଣଙ୍କୁ କହିବୁ ଯାହା ଗର୍ଭରେ ଥିବା ଶିଶୁଙ୍କ ରଙ୍ଗକୁ ଗୋରା କରିଥାଏ। ଆସନ୍ତୁ ଜାଣିବା।

୧- ଗର୍ଭବତୀ ଥିବା ସମୟରେ ପଇଡ଼ ପାଣି ସହିତ ମିଶ୍ରି ମିଶାଇ ପିଇଲେ ଶିଶୁର ରଙ୍ଗ ଗୋରା ହୋଇଥାଏ ଏବଂ ସେ ବୁଦ୍ଧିମାନ ହୋଇଥାଏ।
୨- ଗର୍ଭବତୀ ମହିଳା କ୍ଷୀରରେ କେଶର ମିଶାଇ ପିଇଲେ ମାଆ ଓ ଶିଶୁ ଉଭୟଙ୍କ ରଙ୍ଗ ଫିଟିଥାଏ।
୩- ପେଟରେ ଶିଶୁ ଥିବା ସମୟରେ ପାନମଧୁରୀ ଖାଇଲେ ଶିଶୁର ରଙ୍ଗ ଗୋରା ହୋଇଥାଏ।
୪- ଗର୍ଭବତୀ ମହିଳା ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇଲେ ଶିଶୁର ରଙ୍ଗ ଗୋରା ହୋଇଥାଏ।
୫- ଏହି ସମୟରେ ଯେତେ ଚିନ୍ତାମୁକ୍ତ ରହିବେ ଶିଶୁର ରଙ୍ଗ ସେତେ ଗୋରା ହୋଇପାରିବ।

error: Content is protected !!