କୋହଲିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ମୋଦି ଛାଡିଲେ ଫିଟନେସ ଭିଡ଼ିଓ

ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି କ୍ରିକେଟର୍ ବିରାଟ କୋହଲିଙ୍କ ଦ୍ୱାରା ଦିଅାଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିକଟରେ ଏକ ଫିଟନେସ ଭିଡ଼ିଓ ସୋସିଅାଲ ମିଡିଅାରେ ସେଅାର କରଛନ୍ତି । ଏହି ଭିଡ଼ିଓ ସେ ତାଙ୍କ ଅଫିସିଆଲ ସୋସିଅାଲ ମିଡିଅା ଛାଡିଛନ୍ତି । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ କରୁଥିବା ଦେଖାଯାଇଛି ।

କିଛିଦିନ ତଳେ କ୍ରିକେଟର୍ କୋହଲି ତାଙ୍କର ଏକ ଏକ୍ସରସାଇଜ୍ କରୁଥିବାର ଭିଡିଓ ସୋସିଅାଲ ମିଡିଅା ଛାଡିଥିଲେ । ସେଇ ଭିଡ଼ିଓ ତଳେ କ୍ରିକେଟର ଧୋନୀ ଓ ପତ୍ନୀ ଅନୁଷ୍କା ଶର୍ମା କମେଣ୍ଟ କରି ମୋଦୀଙ୍କୁ ଫିଟନେସ ଚାଲେଞ୍ଜ ଦେଇଥିଲେ ।

Loading...
error: Content is protected !!