ଖୁସି ଖବର! ରୟାଲ ଏନଫିଲ୍ଡ ଡିଜେଲ୍ ବୁଲେଟ ଖୁବଶୀଘ୍ର ଆସିବ ମାତ୍ର ୮୦,୦୦୦ଟଙ୍କାରୁ କମରେ

ଆପଣଙ୍କ ପାଇଁ ଖୁସି ଖବର। ରୟାଲ ଏନଫିଲ୍ଡ ଡିଜେଲ୍ ବୁଲେଟ ଖୁବଶୀଘ୍ର ଆସିବାକୁ ଯାଉଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ ବୁଲେଟର ଡିମାଣ୍ଡକୁ ଆଖି ଆଗରେ ରଖି କମ୍ପାନୀ କାର୍ଯ୍ୟକାଳ ସମୟରେ କିଛି ଦମଦାର ବାଇକ୍ ଲଞ୍ଚ କରିବାକୁ ଯାଉଛି। ଏହି ମଡେଲ ଗୁଡ଼ିକ ହେଲା ମୋଫା ଏବଂ ଫରି। ରୟାଲ ଏନଫିଲ୍ଡ ଡିଜେଲ ଇଞ୍ଜିନ୍ ଥିବା ବୁଲେଟ୍ ଲଞ୍ଚ କରିଛି ଯାହାକୁ ପୂର୍ବରୁ କମ୍ପାନୀ ୨୦୦୦ମସିହାରେ ବନ୍ଦ କରି ଦେଇଥିଲା। ଏହି ବାଇକର ନାଁ ଟରସ୍।

ଏହା ବଜାରରେ ସବୁଠୁ ଅଧିକ ବିକ୍ରି ହେଉଥିବା ଡିଜେଲ୍ ମଟର ସାଇକେଲ୍। ସବୁଠୁ ଖାସ୍ କଥା ହେଉଛି ଟରସ୍ ନିଜ ସେଗମେଣ୍ଟରେ ମାଇଲେଜର କିଙ୍ଗ ଭାବେ ଜଣାଯାଉଥିଲା।

error: Content is protected !!