ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ଥାଇରଏଡ଼ ନିୟନ୍ତ୍ରଣ ହୋଇପାରିବ

ଥାଇରଏଡ଼ ଏକ ବିରାଟ ରୋଗ। ଥାଇରଏଡ଼ର ଏମିତି କୌଣସି ଲକ୍ଷଣ ନଥିଲେ ମଧ୍ୟ ଏଥିରେ ପୀଡିତ ବ୍ୟକ୍ତିଙ୍କର ଓଜନ କ୍ରମାଗତ ଭାବରେ ହ୍ରାସ ପାଏ, ବାରମ୍ବାର ମୁଣ୍ଡ ବୁଲେଇ ହେବା ଏବଂ ଥକା ଲାଗିବା ଆଦି ଅନେକ କିଛି ହୋଇଥାଏ। ଏହା ଏକ ଫାଇବର ଅଭାବ ରୋଗ ବୋଲି କୁହାଯାଇପାରେ।ତେବେ ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିଥାଏ। ଆଜି ଆମେ ସେହିପରି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇ ଆପଣ ଏହି ସମସ୍ୟାର ନିୟନ୍ତ୍ରଣ କରିପାରିବେ। ଆସନ୍ତୁ ଜାଣିବା।

୧- ଗାଜର- ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍‌ ଏବଂ ବିଟା କେରୋଟିନ୍‌ ତତ୍ତ୍ୱ ଥାଏ ଏହା ଥାଇରଏଡ଼ର ହର୍ମୋସକୁ ନିୟନ୍ତ୍ରଣ କରିଥାଏ। ୨୦ ଦିନ ଲଗାତାର ଗାଜର ଖାଇଲେ ଏଥିରେ ଥିବା ଆଇରନ ଏବଂ ଫାଇବର ସମସ୍ୟାରୁ ମୁକ୍ତି ଦେବ।
୨- ସେଓ- ସେଓରେ ପେକ୍ଟିନ୍‌ ଏବଂ ଫାଇବର୍ ପ୍ରଚୁର ମାତ୍ରାରେ ରହିଛି। ଏହା ଥାଇରଏଡ଼ ସମସ୍ୟାକୁ ନିୟନ୍ତ୍ରଣରେ ରଖିଥାଏ।
୩- ବିଟ- ବିଟ ଖାଇବା ଦ୍ୱାରା ଶରୀରର ଇମ୍ୟୁନୋ ସିଷ୍ଟମ ବଢିଥାଏ। ଏହା ସହ ଥାଇରଏଡ଼ ହରମୋନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।

କଣ ଖାଇବେ ନାହିଁ ? ଥାଇରଏଡ଼ରେ ପୀଡିତ ବ୍ୟକ୍ତିମାନେ ଅଧିକ ଲୁଣ, ଥଣ୍ଡା ଜାତୀୟ ଯେକୌଣସି ଜିନିଷ, ମିଠା, ଦହି, ଚକଲେଟ ଆଦି ଆଦୌ ଖାଇବା ଉଚିତ ନୁହେଁ। ଏପରି ବ୍ୟକ୍ତିମାନେ ସବୁବେଳେ ଫୁଟା କ୍ଷୀର ପିଇବା ଆବଶ୍ୟକ।

error: Content is protected !!