ଗାଡ଼ି ନମ୍ବରରେ କେଉଁ ସଂଖ୍ୟା ରଖିଲେ ଶୁଭ ହୁଏ

ନୂଆ ଗାଡ଼ି ନମ୍ବର ନେବା ସମୟରେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡନ୍ତି। କେଉଁ ନମ୍ବର ନେଲେ ନିଜ ପାଇଁ ଶୁଭ ହେବ ଏଥିପାଇଁ ଜ୍ୟୋତିଷଙ୍କ ପରାମର୍ଶ ମଧ୍ୟ ନିଅନ୍ତି। ଅନେକ ଲୋକ ରାଶି ଅନୁସାରେ ବିଭିନ୍ନ ଅଙ୍କର ଗାଡ଼ି ନମ୍ବର ନେଇଥାନ୍ତି। ଶାସ୍ତ୍ରବିତ୍‌ଙ୍କ ମତରେ ରାଶି ଯାହା ହେଉନା କାହିଁକି ଗାଡ଼ିର ନମ୍ବରରେ “୯” ଅଙ୍କ ସାମିଲ୍‌ ହେବା ଶୁଭ ଅଟେ।

error: Content is protected !!